
ଓଡିଶାର ଅର୍ଥନୀତିର ବିକାଶ ସହିତ ରାଜ୍ୟରେ ଗୁଣାତ୍ମକ ଶିଳ୍ପ ଭିତ୍ତିଭୂମି ପ୍ରତି । ଲାଗି ଆମେ ନିୟମିତ ଭାବେ କାର୍ଯ୍ୟରତ । ବିଭିନ୍ନ ଶିଳ୍ପ କମ୍ପେ୍ଲସ, ପ୍ରଯୁକ୍ତି ବିଦ୍ୟା (ଆଇଟି) ପାର୍କ, ଶିଳ୍ପ ପାର୍କ, ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍ଇଜେଡ୍), ଶିଳ୍ପ କ୍ଷେତ୍ର ଆଦିର ବିକାଶ ପାଇଁ ଭିତ୍ତିଭୂମି ସହାୟତା ଜରୁରୀ ହୋଇଥାଏ ।
ଜାରି ରହିଥିବା ପ୍ରକଳ୍ପ
- ଇନ୍ଫୋସିଟି ଆଇଟି ଏସ୍ଇଜେଡ୍, ଭୁବନେଶ୍ୱର
- ଇନ୍ଫୋସିସ୍ ଏସ୍ଇଜେଡ୍
- ଭୁୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଆଇଟିଇଏସ୍/ବିପିଓ
- ଟେକ୍ସଟାଇଲ ପାର୍କ, ଖୋରଧା
- ବହୁ ଉତ୍ପାଦ ଏସ୍ଇଜେଡ୍,ପାରାଦୀପ
- କ୍ଷେତ୍ର ବିଶେଷ ଏସ୍ଇଜେଡ୍ ,କଳିଙ୍ଗନଗର
- ଗୋପାଳପୁର ପାଇଁ ଔଦ୍ୟୋଗିକ ଜଳ ଆପୁର୍ତ୍ତୀ
- ସହାଯୋଗୀ ଶିଳ୍ପ ପାଇଁ ଶିଳ୍ପାଞ୍ଚଳ
ଆଗାମୀ ପ୍ରକଳ୍ପ
- ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର, ପୁରୀ
- ଇନ୍କ୍ୟୁବେସନ ଟାୱାର, ଭୁବନେଶ୍ୱର
- ଧାମରା ଓ ଝାରସୁଗୁଡାରେ ଟାୱାର
- କୋଣାର୍କ ଓ ପୁରୀରେ ଅର୍ବାନ ହାଟ
- ପାରାଦୀପ୍ ଠାରେ ପେଟ୍ରୋକେମିକାଲ୍ସ ଏବଂ କେମିକାଲ ପୁଞ୍ଜିନିବେଶ କ୍ଷେତ୍ର (ପିସିପିଆଇଆର)
- ଆର୍ନ୍ତଜାତିକ ସମ୍ମିଳନୀ କକ୍ଷ, ଭୁବନେଶ୍ୱର
- ହସ୍ତଶିଳ୍ପ ଓ ହଥଘରଗା କ୍ଲଷ୍ଟର
- ଟି ଏସ୍ ଡି ଏଫ୍
- କଟକ ଠାରେ ଯାନବାହନ ଶିଳ୍ପ ପାଇଁ ଶିଳ୍ପାଞ୍ଚଳ
- ଭୁବନ ଠାରେ ବାୟୋଟେକ ପାର୍କ