ଶିଳ୍ପ ମନ୍ତ୍ରୀ,ଓଡିଶା ସରକାର
ପ୍ରମୁଖ ଶାସନ ସଚିବ, ଶିଳ୍ପ ବିଭାଗ
ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ
ଓଡିଶାର ଅର୍ଥନୀତିର ବିକାଶ ସହିତ ରାଜ୍ୟରେ ଗୁଣାତ୍ମକ ଶିଳ୍ପ ଭିତ୍ତିଭୂମି ପ୍ରତି । ଲାଗି ଆମେ ନିୟମିତ ଭାବେ କାର୍ଯ୍ୟରତ । ବିଭିନ୍ନ ଶିଳ୍ପ କମ୍ପେ୍ଲସ, ପ୍ରଯୁକ୍ତି ବିଦ୍ୟା (ଆଇଟି) ପାର୍କ, ଶିଳ୍ପ ପାର୍କ, ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍ଇଜେଡ୍), ଶିଳ୍ପ କ୍ଷେତ୍ର...
ଅଧିକ ସୂଚନା
ପ୍ରମୁଖ ଶିଳ୍ପ ପ୍ରକଳ୍ପ ଗୁଡିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଚାହିଦା ଅନୁଯାୟୀ ବଡ ବଡ ଜମି ଆବଶ୍ୟକ କରିଥାନ୍ତି । ସେମାନଙ୍କୁ ଇଡ୍କୋ ଉପରେକ୍ତ ସହାୟତା ପ୍ରଦାନ କରିଥାଏ : ପ୍ରକଳ୍ପ ଇଲାକା ଚିହ୍ନଟ,ପ୍ରକଳ୍ପ ପାଇଁ ଜମି ପୃଥକୀକରଣ/ଅଧିଗ୍ରହଣ କରିବା...
ଶିଳ୍ପ ପୁଞ୍ଜିନିବେଶ ଲାଗି ପ୍ରସ୍ତୁତ ହୋଇ ରହିଥିବା ଭିତ୍ତିଭୂମି ଯୋଗାଣ ହେଉଛି ଇଡ୍କୋର ମୁଖ୍ୟ ବ୍ୟବସାୟ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶାଳ ଶିଳ୍ପ କରିଡର, ଶିଳ୍ପାଞ୍ଚଳ,ଆଇଟି ପାର୍କ ଆଦି ପ୍ରତିଷ୍ଠା କରାଯାଇଛି ।
ଇଡ଼କୋର ମୁଖ୍ୟ ସକ୍ଷମତା ବ୍ୟାପକ ପରିଯୋଜନା ନିର୍ମାଣ ଓ ପ୍ରବନ୍ଧନ ସିଭିଲ , ଇଲେକ୍ଟ୍ରିକାଲ ଓ ସାର୍ବଜନିକ ସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ପରିଯୋଜନା ସାମାଜିକ କ୍ଷେତ୍ରରେ ସାମିଲ କରିବା